ଧାତୁ ଓ ଅଧାତୁ
1. କେଉଁଟି ଅଧିକ ପ୍ରତିକ୍ରିୟା ଶୀଳ ?
(A) Na
(B) Zn
(C)Au
(D) Cu
2 ଧାତୁକୁ ଆଘାତକଲେ ତାହା ପତଳା ଚଦରପରି ହେବା ଗୁଣକୁ
କଣ କୁହାଯାଏ ?
(A) ତନ୍ୟତା
(B) ନମନୀୟତା
(C) କଠିନତା
(D) ଔଜ୍ଜଲ୍ୟତା
3 ଧାତୁରୁ ତାର
ବାହାରକରିବା ଗୁଣକୁ କ’ଣ କୁହାଯାଏ ?
(A) ନମନୀୟତା
(B) କଠିନତା
(C) ଔଜ୍ଜଲ୍ୟତା
(D) ତନ୍ୟତା
4 ନିମ୍ନଲିଖିତ ମଧ୍ୟରୁ କେଉଁଟିର ତନ୍ୟତା ଗୁଣ ସର୍ବାଧକ ?
(A) ସୁନା
(B) ରୁପା
(C) ଲୁହା
(D) ଏଲୁମିନିୟମ୍
5. 10 ଗ୍ରାମ୍ ସୁନାରୁ
ପ୍ରାୟ କେତେ ଦୈର୍ଘ୍ୟର ତାର ଟଣା ଯାଇପାରିବ ?
(A)
20 କି.ମି.
(B) 2 କି.ମି.
(C) 2 ମି.
(D) 20 ମି.
6 ଧାତୁର କେଉଁ କେଉଁ ଗୁଣ ଯୋଗୁଁ ଆମେ ଆବଶ୍ୟକ
ଅନୁସାରେ ସେଗୁଡ଼ିକର ଆକାର ବଦଳାଇପାରୁ ?
(A) ନମନୀୟତା ଓ
କଠିନତା (B) ନମନୀୟତା ଓ ତନ୍ୟତା
(C) ତନ୍ୟତା ଓ
କଠିନତା (D) ନମନୀୟତା ଓ ଔଜ୍ଜଲ୍ୟତା
7 ନିମ୍ନଲିଖିତ ମଧ୍ୟରୁ କେଉଁ ଧାତୁଟି କମ୍ ତାପ ପରିବାହୀ ?
(A) ରୁପା
(B) ତମ୍ବା
(C) ଏଲୁମିନିୟମ୍