QUIZ TEST-PERIODIC TABLE TIME -30 Min
- Get link
- X
- Other Apps
ଅଧିକ ଜାଣିବାପାଇଁ ଯୋଗାଯୋଗ କରନ୍ତୁ whatsapp No-9861936272
QUIZ TEST-ପର୍ଯ୍ୟାୟ ସାରଣୀ
Quiz
src="https://cdnjs.cloudflare.com/ajax/libs/mathjax/2.7.7/MathJax.js?config=TeX-MML-AM_CHTML">
- ବର୍ତ୍ତମାନ ସୁଦ୍ଧା କେତୋଟି ମୌଳିକ ଥିବା କଥା ଜଣାପଡ଼ିଲାଣି ?
- 114
- 116
- 118
- 120
- 1800 ମସିହାବେଳକୁ ପ୍ରାୟ କେତୋଟି ମୌଳିକ ଆବିଷ୍କୃତ ହୋଇଥିଲା ?
- 30
- 32
- 36
- 40
- ଡୁବେରିନର କେଉଁ ମସିହାରେ ଅନୁରୂପ ଧର୍ମ ଥୁବା ମୌଳିକଗୁଡ଼ିକୁ ନେଇ ସଜାଇବାକୁ ଉଦ୍ୟମ କରିଥିଲେ ?
- 1816
- 1817
- 1818
- 1819
- ଡୁବେରିନ ସଜାଇଥିବା ଗ୍ରୁପ ଗୁଡ଼ିକୁ କ’ଣ କହୁଥିଲେ ?
- ଡାଇଏଡ୍
- ଟ୍ରାଇଏଡ୍
- ପର୍ଯ୍ୟାୟ
- କେଉଁଟି ନୁହେଁ
- କାଲସିୟମର ପାରମାଣବିକ ବସ୍ତୁତ୍ୱ କେତେ ?
- 4.01
- 40.1
- 401
- 41.0
- ବେରିୟମର ପାରମାଣବିକ ବସ୍ତୁତ୍ୱ କେତେ ?
- 137.3
- 13.73
- 133.7
- 173.3
- Sr ର ପାରମାଣବିକ ବସ୍ତୁତ୍ୱ କେତେ ?
- 86.7
- 87.6
- 8.76
- 8.67
- Ca ଓ Ba ର ହାରାହାରି ବସ୍ତୁତ୍ଵ କାହାର ବସ୍ତୁତ୍ଵସହ ପ୍ରାୟ ସମାନ ?
- As
- Na
- CI
- Sr
- ନିମ୍ନଲିଖିତ ମଧ୍ୟରୁ କେଉଁଟି P ର ପାରମାଣବିକ ବସ୍ତୁତ୍ଵ ?
- 14
- 31
- 40.1
- 74.9
- As ର ପାରମାଣବିକ ବସ୍ତୁତ୍ୱ କେତେ ?
- 79.4
- 74.09
- 74.9
- 94.7
- N ର ପାରମାଣବିକ ବସ୍ତୁତ୍ୱ କେତେ ?
- 14
- 31
- 35.5
- 40.1
- ଡୁବେରିନର ଟ୍ରାଇଏଡ୍ ଦୃଷ୍ଟିରୁ କେଉଁଟି ଭିନ୍ନ ?
- Cl
- Br
- l
- Sr
- ଡୁବେରିନର ଟ୍ରାଇଏଡ୍ ରେ Cl ଓ I ର ହାରାହାରି ବସ୍ତୁତ୍ଵ କାହାର ବସ୍ତୁତ୍ଵ ସହ ପ୍ରାୟ ସମାନ ?
- Sr
- Br
- As
- F
- ନିମ୍ନଲିଖିତ ମଧ୍ୟରୁ କେଉଁଟି ଡୁବେରିନରଙ୍କ ଟ୍ରାଇଏଡ୍ ନୁହେଁ ?
- Li, Na, K
- Ca, Sr, Ba
- H, O, N
- Cl, Br, I
- ଡୁବେରିନ କେତୋଟି ଟ୍ରାଇଏଡ୍ ଚିହ୍ନଟ କରିପାରିଥିଲେ ?
- 2
- 3
- 4
- 6
- କେଉଁ ମସିହାରେ ଜନନିଉଲାଣ୍ଡ ମୌକିକମାନଙ୍କର ଏକ ସଜ୍ଜିକରଣ କରିଥିଲେ?
- 1856
- 1956
- 1866
- 1966
- ଜନନିଉଲାଣ୍ଡ କାହାକୁ ଆଧାର କରି ମୌକିକମାନଙ୍କର ଏକ ସଜ୍ଜିକରଣ କରିଥିଲେ?
- ପରମାଣୁ କ୍ରମାଙ୍କ
- ପାରମାଣବିକ ବସ୍ତୁତ୍ଵ
- ଆଣବିକ ବସ୍ତୁତ୍ଵ
- ଆୟତନ
- ନିଉଲାଣ୍ଡଙ୍କର ସ#x0B1C;୍ଜିକରଣରେ ପ୍ରଥମେ କେଉଁ ମୌଳିକଟି ସ୍ଥାନ ପାଇଥିଲା ?
- O
- N
- H
- He
- ନିଉଲାଣ୍ଡଙ୍କର ସଜ୍ଜିକରଣରେ କେଉଁ ମୌଳିକଟି ଶେଷରେ ସ୍ଥାନ ପାଇଥିଲା ?
- ପୋଲୋନିୟମ
- ଥୋରିୟମ୍
- ୟୁରାନିୟମ୍
- ଜାର୍ମେନିୟମ୍
- ନିଉଲାଣ୍ଡଙ୍କର ସଜ୍ଜିକରଣରେ ମୋଟ କେତୋଟି ମୌଳିକ ସ୍ଥାନ ପାଇଥିଲା ?
- 66
- 56
- 65
- 68
- ନିଉଲାଣ୍ଡଙ୍କର ଅଷ୍ଟକ ନିୟମରେ ଲିଥିୟମ ସହ କେଉଁଟିର ଧର୍ମର ସାଦୃଶ୍ୟ ଥିଲା ?
- ଫ୍ଲୋରିନ୍
- ସୋଡ଼ିୟମ୍
- ମ୍ୟାଗ୍ନେସିୟମ୍
- ଆଲୁମିନିୟମ
- ନିଉଲାଣ୍ଡଙ୍କ ଅଷ୍ଟକରେ ବେରିଲିୟମ୍ ସହ କେଉଁଟିର ଧର୍ମର ସାଦୃଶ୍ୟ ଥିଲା ?
- ସୋଡିୟମ୍
- ଆଲୁମିନିୟମ୍
- ମ୍ୟାଗ୍ନେସିୟମ୍
- ସିଲିକନ୍
- ସୋଡିୟମ୍
- କାଲସିୟମ୍
- ମ୍ୟାଗ୍ନେସିୟମ୍
- ଆଲୁମିନିୟମ୍
- ନିମ୍ନଲିଖିତମଧ୍ୟରୁ କେଉଁ ମୌଳିକଦ୍ୱୟ ନିଉଲାଣ୍ଡଙ୍କ ସାରଣୀରେ ଗୋଟିଏ ସ୍ଥାନରେ ଥିଲା ?
- C ,N
- P,S
- Na, Mg
- Co, Ni
- ନିଉଲାଣ୍ଡଙ୍କ ଅଷ୍ଟକ ନିୟମ କେବଳ ଜେଉଁ ମୌଳିକ ଗୁଡ଼ିକ ପାଇଁ ଠିକ୍ ଥିଲା ?
- ହାଲୁକା
- ଓଜନିଆ
- କ୍ଷୁଦ୍ର
- ବୃହତ୍
- ମେଣ୍ଡେଲିଫ୍ ଙ୍କ ପର୍ଯ୍ୟାୟ ସାରଣୀରେ କେତୋଟି ମୌଳିକ ସ୍ଥାନ ପାଇଥିଲା ?
- 56
- 63
- 66
- 68
- ମେଣ୍ଡେଲିଫ୍ କେଉଁ କେଉଁ ମୌଳିକ ଦ୍ଵୟ ସହିତ ମୌଳିକ ସୃଷ୍ଟି କରୁଥିବା ଯୌଗିକଗୁଡ଼ିକର ରାସାୟନିକ ଧର୍ମ ଉପରେ ଧ୍ୟାନ ଦେଇଥିଲେ ?
- H ଓ O
- H ଓ N
- O ଓ N
- କେଉଁଟି ନୁହେଁ
- ମେଣ୍ଡେଲିଫ୍ ଙ୍କ ପର୍ଯ୍ୟାୟ ସାରଣୀରେ ମୌଳିକର କେଉଁ ତଥ୍ୟକୁ ଆଧାରରୂପେ ନିଆଯାଇଅଛି ?
- ପରମାଣୁ କ୍ରମାଙ୍କ
- ପାରମାଣବିକ ବସ୍ତୁତ୍ଵ
- ଆଣବିକ ବସ୍ତୁତ୍ଵ
- ଆୟତନ
- ପର୍ଯ୍ୟାୟ ସାରଣୀରେ ଧାଡ଼ିଗୁଡ଼ିକୁ କଣ କୁହାଯାଏ ?
- ପର୍ଯ୍ୟାୟ
- ଗ୍ରୁପ୍
- ସ୍ତମ୍ଭ
- କେଉଁଟି ନୁହେଁ
- ପର୍ଯ୍ୟାୟ ସାରଣୀରେ ସ୍ତମ୍ଭ ଗୁଡ଼ିକୁ କ'ଣ କୁହାଯାଏ ?
- ପର୍ଯ୍ୟାୟ
- ଗ୍ରୁପ୍
- ପିରିୟଡ୍
- କେଉଁଟି ନୁହେଁ