WELCOME TO WORLD OF EDUCATION
LESSON-1
USE OF THIS
What is this ?
ଏହା କଣ ଅଟେ ?
This is a bird .
ଏହା ଗୋଟିଏ ପକ୍ଷୀ ଅଟେ ।
What is this ?
ଏହା କଣ ଅଟେ ?
This is a cap .
ଏହା ଗୋଟିଏ ଟୋପି ଅଟେ ।
ଏହା କଣ ଅଟେ ?
This is a hen .
ଏହା ଗୋଟିଏ କୁକୁଡ଼ା ଅଟେ ।
What is this ?
ଏହା କଣ ଅଟେ ?
This is a car .
ଏହା ଗୋଟିଏ କାର ଅଟେ ।
What is this ?
ଏହା କଣ ଅଟେ ?
This is a table .
ଏହା ଗୋଟିଏ ଟେବୁଲ ଅଟେ ।
This is a book .
ଏହା ଗୋଟିଏ ବହି ଅଟେ ।
mathematics MCQ ବହିଟି ପାଇବା ପାଇଁ 7978085834 କୁ call କରନ୍ତୁ ।