ENGLISH ESSAYS
YOUR SCHOOL (ତୁମ ବିଦ୍ୟାଳୟ)
1. The name of
my school is Govt. Girls’ High School Ranibhole.
ଆମ ବିଦ୍ୟାଳୟର
ନାମ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରାଣୀଭୋଳ ଅଟେ ।
2. It is situated in Takatpur Panchayat
in Baripada Block in Mayurbhanj district.
ଏହା ମୟୂରଭଞ୍ଜ ଜିଲ୍ଲାର
ବାରିପଦା ବ୍ଲକର ତକତପୁର ପଞ୍ଚାୟତରେ ଅବସ୍ଥିତ ।
3. The school was established in1980.
ବିଦ୍ୟାଳୟଟି ୧୯୮୦
ମସିହାରେ ସ୍ଥାପିତ ହୋଇଥିଲା ।
4. There are four teachers and a peon
in this school.
ଏହି ବିଦ୍ୟାଳୟରେ
ଚାରିଜଣ ଶିକ୍ଷକ ଓ ଜଣେ ପିଅନ ଅଛନ୍ତି ।
5. The headmaster of the school is Mr.
Keshav Rout.
ଏହି ବିଦ୍ୟାଳୟର
ପ୍ରଧାନଶିକ୍ଷକଙ୍କ ନାମ ଶ୍ରୀଯୁକ୍ତ କେଶବ ରାଉତ୍ ।
6. He is loving learned and
prinicipled.
ସେ ସ୍ନେହୀ, ଜ୍ଞାନୀ ଓ ନୀତିନିୟମ ପାଳନକାରୀ ।
7. The school has five class rooms and an office.
ଏହି ବିଦ୍ୟାଳୟରେ ୫ଟି
ଶ୍ରେଣୀକକ୍ଷ ଓ ଗୋଟିଏ ଅଫିସ୍ ଅଛି ।
8. The school has a big playground.
ବିଦ୍ୟାଳୟରେ ଏକ ବଡ଼
ଖେଳପଡ଼ିଆ ଅଛି ।
9. About 300 students read in this
school from Class-I to Class-VII.
ଏହି ବିଦ୍ୟାଳୟରେ
ପ୍ରଥମରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରାୟ ୩୦୦ ଛାତ୍ର- ଛାତ୍ରୀ ପଢ଼ନ୍ତି ।
10. The school has created many learned
people in the last 40 years.
ଗତ 4୦ ବର୍ଷ ମଧ୍ୟରେ ଏହି ବିଦ୍ୟାଳୟରୁ ଅନେକ ଜ୍ଞାନୀଗୁଣୀ ଲୋକ ସୃଷ୍ଟି
ହୋଇଛନ୍ତି ।
YOUR SCHOOL HEADMASTER
(ତୁମବିଦ୍ୟାଳୟର
ପ୍ରଧାନଶିକ୍ଷକ)
1. I read in MKC.
School in Class-VI.
ମୁଁ ଏମ. କେ. ସି .ହାଇସ୍କୁଲରେ
ଷଷ୍ଠ ଶ୍ରେଣୀରେ ପଢ଼େ ।
2. The name of our school headmaster
is Mr. Dibakar Mohanty.
ଆମ ସ୍କୁଲ
ପ୍ରଧାନଶିକ୍ଷକଙ୍କ ନାମ ଶ୍ରୀଯୁକ୍ତ ଦିବାକର ମହାନ୍ତି ଅଟେ ।
3. He is middle-aged, tall,
black-complexioned.
ସେ ମଧ୍ୟବୟସ୍କ,
ଡେଙ୍ଗା ଓ କଳା ।
4. He is learned and commanding.
ସେ ଜ୍ଞାନୀ ଓ ଦକ୍ଷ ଶାସକ ଅଟନ୍ତି ।
5. He wears full pant, full shirt
and spectacles.
ସେ ଫୁଲ ପ୍ୟାଣ୍ଟ,
ଫୁଲ ସାର୍ଟ ଓ ଚଷମା ପିନ୍ଧନ୍ତି ।
6. He loves the good students and
beats the wicked.
ସେ ଭଲପିଲାଙ୍କୁ
ସ୍ନେହ କରନ୍ତି ଓ ଦୁଷ୍ଟପିଲାଙ୍କୁ ପିଟନ୍ତି ।
7. He teaches English and Science.
ସେ ଇଂରାଜୀ ଓ
ବିଜ୍ଞାନ ପଢ଼ାନ୍ତି ।
8. The whole class listens to him
attentively.
ସାରା କ୍ଲାସ ତାଙ୍କ
କଥାକୁ ଧ୍ୟାନଦେଇ ଶୁଣେ ।
9. He advises the students to be
truthful, honest and punctual.
ସେ ପିଲାମାନଙ୍କୁ
ସତ୍ୟବାଦୀ, ସଚ୍ଚୋଟ ଓ ସମୟାନୁବର୍ତ୍ତୀ ହେବାକୁ ଉପଦେଶ ଦିଅନ୍ତି ।
10. We love, fear and respect him.
ଆମେ ତାଙ୍କୁ ସମ୍ମାନ
ଦେଖାଉ, ଭୟ କରୁ ଓ ଭଲ ପାଉ ।
YOUR CLASS TEACHER (ତୁମ ଶ୍ରେଣୀ ଶିକ୍ଷକ)
1. I read in S.J.M.E. School.
ମୁଁ ଏସ୍.ଜେ.ଏମ୍.ଇ.
ସ୍କୁଲରେ ପଢେ ।
2. The name of our class teacher is Sri
Nirakar Das.
ଆମ ଶ୍ରେଣୀଶିକ୍ଷକଙ୍କ
ନାମ ନିରାକାର ଦାସ ଅଟେ ।
3. He is tall, healthy and middle-aged.
ସେ ଡେଙ୍ଗା, ସୁସ୍ଥ ସବଳ
ଓ ମଧ୍ୟ ବୟସ୍କ ।
4. He wears full, pant and full shirt.
ସେ ଫୁଲପ୍ୟାଣ୍ଟ ଓ
ଫୁଲସାର୍ଟ ପିନ୍ଧନ୍ତି ।
5. He is very punctual, dutiful and
efficient.
ସେ ଖୁବ୍
ସମୟାନୁବର୍ତ୍ତୀ, କର୍ଭବ୍ୟ ପରାୟଣ ଓ କାର୍ଯ୍ୟ ଦକ୍ଷ ।
6. He teaches us English.
ସେ ଆମକୁ ଇଂରାଜୀ
ପଢ଼ାନ୍ତି ।
7. Beacause of his teaching, English
appears easy.
ତାଙ୍କ ପଢ଼ା ଯୋଗୁ
ଇଂରାଜୀ ସହଜ ଲାଗେ ।
8. He loves the students very much.
ସେ ପିଲାମାନଙ୍କୁ ଖୁବ୍
ଭଲ ପାଆନ୍ତି ।
9. He advises us
to be truthful, honest and punctual in life.
ସେ ଆମକୁ ସତ୍ୟବାଦୀ,
ସଚୋଟି ଓ ସମୟାନୁବର୍ତ୍ତୀ ହେବାକୁ ଉପଦେଶ ଦିଅନ୍ତି ।
10. We respect him very much.
ଆମେ ତାଙ୍କୁ ବହୁତ
ସମ୍ମାନ କରୁ ।
YOUR SCHOOL GARDEN (ତୁମ ସ୍କୁଲ ବଗିଚା)
1. I read in S.J.M.E. School.ମୁଁ ଏସ୍.ଜେ. ଏମ୍.ଇ ସ୍କୁଲରେ ପଢ଼େ।
2. This school has a beautiful garden.
ଏହି ସ୍କୁଲରେ ଗୋଟିଏ ସୁନ୍ଦର ବଗିଚା ଅଛି
3. It is in front of the class room and office.
ଏହା କ୍ଲାସରୁମ ଓ ଅଫିସର ସମ୍ମୁଖ ଭାଗରେ ଅଛି ।
4. A road divides the garden from the gate to the office.
ଗୋଟେ ରାସ୍ତା ଗେଟଠାରୁ ଅଫିସ୍ ପର୍ଯ୍ୟନ୍ତ ବଗିଚାକୁ ଦୁଇଭାଗ କରିଛି ।
5. On both the sides of the road, there are tall eucalyptus trees.
ରାସ୍ତାର ଉଭୟ ପାର୍ଶ୍ବରେ ଡେଙ୍ଗା ଇୟୁକାଲିପଟାସ ଗଛ ଅଛି ।
6. They look green and shining throughout the year.
ସେମାନେ ବର୍ଷସାରା ସବୁଜ ଓ ଉଜ୍ଜଳ ଦିଶନ୍ତି ।
7. Inside the graden there are permanent flower trees.
ବଗିଚା ଭିତରେ ଅନେକ ସବୁ ଦିନିଆ ଫୁଲଗଛ ଅଛି ।
8. In each season, we plant seasonal trees.
ପ୍ରତି ରତୁରେ ଆମେ ଋତୁକାଳୀନ ଗଛ ଲଗାଉ ।
9. In winter the garden is loaded with zinia, sebati, dalia, kusuma and many others.
ଶୀତଦିନେ ବଗିଚାଟି ଜିନିଆ, ସେବତୀ, ଡାଲିଆ, କୁସୁମ ଫୁଲରେ ଭରିଯାଏ ।
10. We all take care of our garden everyday.
ଆମେ ସମସ୍ତେ ସବୁଦିନ ବଗିଚାର ଯତ୍ନ ନେଉ ।
YOUR SCHOOL PLAYGROUND (ତୁମ ବିଦ୍ୟାଳୟ ଖେଳପଡ଼ିଆ)
1. I read in S.J.M.E. School.
ମୁଁ ଏସ୍.ଜେ.ଏମ୍.ଇ
ସ୍କୁଲରେ ପଢ଼ି ।
2. This school has a big playground.
ଏହି ସ୍କୁଲର ଗୋଟେ
ବଡ଼ ଖେଳପଡ଼ିଆ ଅଛି ।
3. It is behind the school building.
ଏହା ସ୍କୁଲ ବିଡ଼ିର
ପଛପାଖରେ ଅଛି ।
4. It is plain and grassy.
ଏହା ସମତଳ ଓ ଘାସରେ
ପରିପୂର୍ଣ୍ଣ ।
5. At the end of the playground,
there is a big banyan tree.
ବଗିଚାର ଶେଷ ମୁଣ୍ଡରେ
ଗୋଟେ ବଡ଼ ବରଗଛ ଅଛି ।
6. The students sit under it and
watch the games.
ପିଲାମାନେ ଏହା ତଳେ
ବସି ଖେଳ ଦେଖନ୍ତି ।
7. We play cricket, football here.
ଆମେ ଏଠାରେ କ୍ରିକେଟ୍,
ଫୁଟବଲ ଖେଳୁ ।
8. The annual sports is done here.
ଏଠାରେ ବାର୍ଷିକ କ୍ରୀଡ଼ାଉତ୍ସବ
ହୁଏ ।
9. During leisure, game period, it
remains crowded.
ଅବସର ଓ ଖେଳ
ପିରିଅଡ଼ରେ ଏହା ଭରପୁର ହୋଇଯାଏ ।
10. This playground has created many
great players.
ଏହି ଖେଳପଡ଼ିଆ ଅନେକ
ଗୁଡ଼ିଏ ବଡ଼ ଖେଳାଳୀଙ୍କୁ ତିଆରି କରିଛି ।
YOUR CLASSROOM (ତୁମ ଶ୍ରେଣୀ କକ୍ଷ)
1. I read in class-VI in S.J.M.E.
School.
ମୁଁ ଏସ୍.ଜେ.ଏମ୍.ଇ.
ବିଦ୍ୟାଳୟରେ ଷଷ୍ଠ ଶ୍ରେଣୀରେ ପଢ଼େ ।
2. Our school house is a building.
ଆମ ସ୍କୁଲଘର ଗୋଟେ
କୋଠାଘର ଅଟେ ।
3. Our classroom is a part of the
main building.
ଆମ ଶ୍ରେଣୀକକ୍ଷ ଏହି
ମୁଖ୍ୟ କୋଠା ଘରର ଏକ ଅଂଶ ଅଟେ ।
4. It is in front of the office room.
ଏହା ଅଫିସର
ସମ୍ମୁଖଭାଗରେ ଅଛି ।
5. The students don't get chance to
shout.
ପିଲାମାନେ
ପାଟିତୁଃଣ୍ଡ କରିବାକୁ ସୁଯୋଗ ପାଆନ୍ତି ନାହିଁ ।
6. The classroom is huge, neat and
clean.
ଶ୍ରେଣୀକକ୍ଷଟି ଖୁବ୍
ବଡ଼ ସୁନ୍ଦର ଓ ପରିଷ୍କାର ଅଟେ ।
7. There are benches, tables,
blackboard, chairs in this room.
ଏହି ରୁମରେ ବେଞ୍ଚ,
ଟେବୁଲ, ଚେୟାର, କଳାପଟା
ଇତ୍ୟାଦି ଅଛି ।
8. It has two doors and four windows.
ଏହାର ଦୁଇଟି କବାଟ ଓ
ଚାରିଟି ଝରକା ଅଛି । TO
9. Inside the room, there are wall
paintings.
ଘର ଭିତରେ କାନ୍ଥରେ
ପେଣ୍ଟିଙ୍ଗସବୁ କରାଯାଇଛି ।
10. We read peacefully in this
classroom.
ଆମେ ଏହି ଶ୍ରେଣୀ ଗୃହରେ ଶାନ୍ତିରେ ବସି ପାଠ ପଢୁ ।