ODIA QUIZ TEST -1
CLASS X GUIDE BOOK, BSE ODISHA: MIL ODIA VST-1 MIL ODIA VST-1 ଦଶମ ଓଡିଆ ଭି ଏସ ଟି ୧ Index => ଦଶମ ଓଡିଆ ଭି ଏସ ଟି ୧ Quiz Show questions one by one <= 1 / 50 => କେଉଁଟି କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀଙ୍କ ଇଂରାଜୀରେ ଲିଖିତ ଏକ ଉପାଦେୟ ଗବେଷଣା ଗ୍ରନ୍ଥ ? ? ଇତିହାସ ଓ କିମ୍ବଦନ୍ତୀ ? ମୋ ସମୟର ଓଡିଶା ? ପ୍ରବନ୍ଧ ମାନସ ? ଭୁବନେଶ୍ବରର ପ୍ରତ୍ନତତ୍ତ୍ଵିକ ଅବଶେଷ ଦୂର ବଂଶୀସ୍ଵନରେ କାହାର ମନ ଆଜି ମଧ୍ୟ ଆହେତୁକ ଓ ଅନାହୁତ ବ୍ୟଥାରେ ଭାରକ୍ରାନ୍ତ ହୋଇ ଉଠୁଛି ? ? ଗ୍ରାମବାସୀଙ୍କର ? ସହରୀ ବାବୁମାନଙ...